ଭଣ୍ଡାରିପୋଖରୀ ବ୍ଲକ ମାଳଦା ବଜାର ଠାରେ ଶୁକ୍ରବାର ମଧ୍ୟାହ୍ନରେ ଓଆର-୦୨କ୍ୟୁ-୬୬୮୮ ନମ୍ବର କାର ଜଳି ଯାଇଥିଲା। ମାଳଦା ବଜାର ଠାରେ ମିଠା କରିଥିବା ଶ୍ୟାମସୁନ୍ଦର ଦାସଙ୍କ ଙ୍କ ପୁଅ ଶୁଭକାନ୍ତ ଦାସ ଯାଜପୁର ରୁ ଫେରୁଥିବା ବେଳେ ଗାଡ଼ି ରୁ ଧୁଆଁ ବାହାରିଥିଲା।
ରାସ୍ତା କଡ଼ କୁ ଗାଡ଼ି ସାଇଟ୍ କରିବା ପରେ ହଠାତ୍ ଗାଡ଼ି ଜଳି ଯାଇଥିଲା। ଯାଜପୁରରୁ ଦମକଳ ଆସି ନିଆଁକୁ ଆୟତ କରିଥିଲା ବେଳେ ଗାଡ଼ି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଥିଲା।
More Stories
ହାତୀ କରିଡରରେ ଓହଳିଛି ବିଦ୍ୟୁତ ତାର: ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ, ବଢୁଛି ଚିନ୍ତା ।
ସରକାରଙ୍କ ବଡ଼ ଘୋଷଣା! ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେମିତି ଉଠାଇବେ ଲାଭ ।
ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା