ବାପାଙ୍କୁ କହିବ କହିଲେ ନବୀନ


ବାପାଙ୍କୁ କହିବ କହିଲେ ନବୀନ।ନବୀନ ନିବାସରେ ବିଜୟ ମହାପାତ୍ରଙ୍କ ପୁଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା।ତୁମପ୍ରତି ଆଶୀର୍ବାଦ ଅଛି ବୋଲି ବାପାଙ୍କୁ କହିବ କହିଲେ ନବୀନ। ଅରବିନ୍ଦ ବାବୁ, ତୁମକୁ ବିଜୁ ଜନତା ଦଳକୁ ସ୍ବାଗତ- ନବୀନ।


error: Content is protected !!