କମିଲା ଗ୍ୟାସ୍‌ ସିଲିଣ୍ଡର ଦର


କମିଲା ଗ୍ୟାସ୍‌ ସିଲିଣ୍ଡର ଦର -ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା -LPG ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ -‘X’ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି -‘କୋଟିକୋଟି ପରିବାରର ଆର୍ଥିକ ଚାପ କମିବ’ -‘ପରିବେଶ ସୁରକ୍ଷା ଦିଗରେ ବି ସହାୟକ ହେବ।


error: Content is protected !!