ରାଜଧାନୀରେ ପୁଣି ମାତିଲେ ନିଶା ସ୍ପ୍ରେ ଦିଆ ଲୁଟେରା


ଜଗନ୍ନାଥ ନଗର ଘରେ ପଶି ଟଙ୍କା ଓ ସୁନାଗହଣା ଲୁଟ୍‌।ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ପଶିଲେ ଦୁବୃର୍ତ୍ତ।ସ୍ପ୍ରେ ମାରି ଶୋଇଥିବା ଘର ଆଲମିରାରୁ ଲୁଟ୍‌ ଅଭିଯୋଗ।ଘରର ସେଣ୍ଟର ଲକ୍‌ ଖୋଲି ଘରେ ପଶିଥିବା ଅଭିଯୋଗ।


error: Content is protected !!