ଆଜି ଦିଲ୍ଲୀରୁ ଆସିପାରେ ବଡ଼ ନିଷ୍ପତ୍ତି


BJDର ତୁଙ୍ଗ ନେତାଙ୍କ ସହ ଶାହା କରିପାରନ୍ତି ବୈଠକ।ଅମିତ ଶାହ ଓ ଜେପି ନଡ୍ଡା କରିପାରନ୍ତି ବୈଠକ।ମେଣ୍ଟ ଓ ଆସନ ବୁଝାମଣା ନେଇ ଆସିପାରେ ଚୂଡ଼ାନ୍ତ ନିଷ୍ପତ୍ତି।


error: Content is protected !!