ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ । ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଆବାହକତ୍ବରେ ମହିଳା ଦିବସ ପାଳିତ ।ଅବସରରେ ମହିଳା କର୍ମଚାରୀଙ୍କୁ ‘ବୃକ୍ଷଚାରା’ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।


error: Content is protected !!