ରାଜ୍ୟସଭା ଯିବେ ସୁଧା ମୂର୍ତ୍ତି


ରାଜ୍ୟସଭା ଯିବେ ସୁଧା ମୂର୍ତ୍ତି।ରାଜ୍ୟସଭା ପାଇଁ ବିଶିଷ୍ଟ ସମାଜସେବୀ ସୁଧା ମୂର୍ତ୍ତି ମନୋନୀତ।ସୁଧା ମୂର୍ତ୍ତିଙ୍କ ନାଁ ମନୋନୟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।


error: Content is protected !!