ଭାରତର ଇନିଂସ ବିଜୟ


୫ମ ଟେଷ୍ଟରେ ଇଂଲଣ୍ଡକୁ ଇନିଂସ ପରାଜୟ ଦେଲା ଭାରତ।ଧର୍ମଶାଳାରେ ଏକ ଇନିଂସ ଓ ୬୪ ରନ୍‌ରେ ଇଂଲଣ୍ଡ ପରାସ୍ତ।ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୫ ରନରେ ଅଲ୍‌ଆଉଟ୍‌।ଅଶ୍ୱିନ୍‌ଙ୍କୁ ୫ , ବୁମ୍‌ରା ଓ କୁଲଦୀପଙ୍କୁ ୨ଟି ଲେଖାଏଁ ୱିକେଟ।ସ୍କୋର- ଇଂଲଣ୍ଡ ୨୧୮ ଓ ୧୯୫ , ଭାରତ ୪୭୭।


error: Content is protected !!