ବିଜେଡ଼ିକୁ ଖୋଲା ଚାଲେଂଜ କଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ


ବିଜେଡ଼ିକୁ ଖୋଲା ଚାଲେଂଜ କଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ।ଦମ୍‌ ଅଛି ତ ଏକା ଲଢ଼ିବ ବୋଲି କୁହ କହିଲେ ପ୍ରଦୀପ।ଯାଜପୁରରେ ମୋଦିଙ୍କ ସଭାର ସୁନାମୀ ଦେଖି ବିଜେଡି ଛାନିଆ।ମୁଖ୍ୟମନ୍ତ୍ରୀ ବିଚଳିତ , ଅସ୍ଥିର ହୋଇପଡ଼ିଛନ୍ତି।


error: Content is protected !!