ଲୋକସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ


ଲୋକସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ।ଦିଲ୍ଲୀ ଯାଇଥିବା ୨ ବିଜେଡ଼ି ନେତାଙ୍କ ସଂପର୍କରେ ଦେଲେ ପ୍ରତିକ୍ରିୟା।ମୋତେ କେହି ଭେଟିନାହାନ୍ତି।ମେଣ୍ଟ କଥା ଯିଏ କହୁଛି , ତାକୁ ପଚାର।ମେଣ୍ଟ ଚର୍ଚ୍ଚା ହୋଇନି ବୋଲି କାଲି କହିଥିଲେ ମନମୋହନ ସାମଲ।


error: Content is protected !!