ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ଲାଗୁ ହେଲା


ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ଲାଗୁ ହେଲା ଭାରତରେ ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା, ଭୁବନେଶ୍ୱର ଭାରତରେ ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ଲାଗୁ ହେଲା I ଏ ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରକାଶ ପାଇଛି I ଶରଣାର୍ଥୀମାନେ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ I ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ପାର୍ଲିଆମେଣ୍ଟରେ ଡ଼ିସେମ୍ବର ୧୧, ୨୦୧୯ ରେ ପାରିତ ହୋଇଥିଲା।


error: Content is protected !!