ଶେଷ ହେଲା କଳାଧନ ସମ୍ପର୍କିତ SIT ବୈଠକ


ଶେଷ ହେଲା କଳାଧନ ସମ୍ପର୍କିତ SIT ବୈଠକ।ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ବସିଥିଲା ବୈଠକ।ବୈଠକରେ CBI, ED, NCB, କଷ୍ଟମ , ଏକ୍ସସାଇଜ।ଡାଇରେକ୍ଟ ଟାକ୍ସ , କ୍ରାଇମବ୍ରାଞ୍ଚ , ଖଣି ଅଧିକାରୀ ଯୋଗଦେଇଥିଲେ।କଳାଧନ କାରବାର ରୋକିବା ନେଇ ହେଲା ଆଲୋଚନା।


error: Content is protected !!