ସରପଞ୍ଚ ପାଇବେ ୧୦ହଜାର


ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଲା।ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି।ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର।ଜିଲ୍ଲା ପରିଷଦ ଉପସଭାପତି ମାସିକ ପାଇବେ ୨୦ ହଜାର ଟଙ୍କା।ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ହେଲା ୧୦ ହଜାର।ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର।ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭୫୦୦ ଟଙ୍କା।ସରପଞ୍ଚ ପାଉଥିଲେ ୨୩୫୦, ଏବେ ପାଇବେ ମାସିକ ୧୦ ହଜାର।ନାଏବ ସରପଞ୍ଚ ୯୪୦ ପାଉଥିଲେ, ଏବେ ପାଇବେ ୪ ହଜାର ଟଙ୍କା।ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଦୈନିକ ଭତ୍ତା ୪୮୦କୁ ବୃଦ୍ଧି।


error: Content is protected !!