ଛାତ୍ର କଂଗ୍ରେସ ପୋଲିସ ଧସ୍ତାଧସ୍ତି


ରାଜଧାନୀରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି।ନବୀନ ନିବାସ ଅଭିମୁଖେ ଯିବାବେଳେ ଧସ୍ତାଧସ୍ତି।ପୋଲିସ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି।ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ୍ ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ।


error: Content is protected !!