ଏସ୍‌ସିବି ଅଗ୍ନି ନିରାପତ୍ତା ହାଜର ହେଲେ ଡିଜି


କଟକ ଏସ୍‌ସିବିରେ ଅଗ୍ନି ନିରାପତ୍ତା ସଂପର୍କିତ ମାମଲା।ହାଇକୋର୍ଟରେ ହାଜର ହେଲେ ଅଗ୍ନିଶମ ଡିଜି, ଏସ୍‌ସିବି ଅଧୀକ୍ଷକ।ହାଇକୋର୍ଟରେ ହାଜର ହୋଇ ରିପୋର୍ଟ ଦାଖଲ କଲେ ଅଗ୍ନିଶମ ଡିଜି।ଫାୟାର ଆଲାର୍ମ ଓ ଅନ୍ୟ କାମ ୩ ମାସରେ ଶେଷ କରିବାକୁ ଉଲ୍ଲେଖ।ଅଗ୍ନି ନିରାପତ୍ତା ପାଇଁ ଅତିରିକ୍ତ ନିର୍ମାଣ କାମ ୬ ମାସରେ ଶେଷ ହେବ।୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି, ସତ୍ୟପାଠ ଦେବେ ଡିଜି।


error: Content is protected !!