ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ


କଟକ: ମେୟରଙ୍କ ଗାଡ଼ି ଧକ୍କାରେ ବାଇକ ଆରୋହୀ ଆହତ।ଖାନନଗର ପଟୁ ଆସୁଥିବା ବାଇକକୁ ଧକ୍କା ଦେଲା ମେୟରଙ୍କ ଗାଡ଼ି।ଆହତ ଯୁବକଙ୍କୁ ଅଟୋ ସହାୟତାରେ ହସ୍ପିଟାଲ ପଠାଇଲେ ମେୟର।


error: Content is protected !!