ସାର୍ବଜନୀନ ହେବ ଅପରାଧୀଙ୍କ ନାଁ


ସାର୍ବଜନୀନ ହେବ ଅପରାଧୀଙ୍କ ନାଁ।ଜାମିନ ବିହୀନ ଅପରାଧୀଙ୍କ ନାଁ ସାର୍ବଜନୀନ କରିବ କମିଶନରେଟ୍ ପୋଲିସ।କଟକ , ଭୁବନେଶ୍ୱରରେ ଥିବା ଅପରାଧୀଙ୍କ ତଥ୍ୟ ସାର୍ବଜନୀନ ହେବ।ଭୁବନେଶ୍ୱରରେ ୨୯୩୪ , କଟକରେ ୧୧୮୫ ଜାମିନ ବିହୀନ ଅପରାଧି।ଅପରାଧୀଙ୍କ ବିଷୟରେ ଖବର ପାଇଲେ ଥାନାକୁ ଜଣାଇବାକୁ ଅପିଲ୍।


error: Content is protected !!