ବର୍ତ୍ତମାନର ସବୁଠୁ ବଡ଼ ଖବର


👉୧୯ ଏପ୍ରିଲରୁ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ।

👉୭ଟି ପର୍ଯ୍ୟାୟରେ ଦେଶରେ ହେବ ଲୋକସଭା ନିର୍ବାଚନ।

👉ଏପ୍ରିଲ ୧୯ ଓ ୨୬ ତାରିଖରେ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବ।

👉ମେ ମାସ ୭,୧୩,୨୦,୨୫ରେ ତୃତୀୟ ,ଚତୁର୍ଥ , ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ।

👉ଜୁନ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ।


error: Content is protected !!