ନିର୍ବାଚନ ପ୍ରସ୍ତୁତି ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା


ପୁରା ଦମ୍‌ରେ ଲଢ଼ିବା ପାଇଁ BJP ପ୍ରସ୍ତୁତ।ଗତକାଲି ସବୁ ବିଷୟରେ ଆଲୋଚନା ହୋଇଛି।ପୁଣି ଯଦି ସଭାପତି ଡାକିବେ ବୈଠକରେ ବସିବୁ।ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସର୍ଟ ଲିଷ୍ଟ ହୋଇଛି।ଲିଷ୍ଟ ଦିଲ୍ଲୀ ଯିବ, ସେଠୁ ନାଁ ଘୋଷଣା ହେବ।


error: Content is protected !!