ବ୍ୟାଙ୍କ ଆଗରୁ ଝାମ୍ପିନେଲେ ୩ଲକ୍ଷ ଟଙ୍କା


ଭୁବନେଶ୍ବର ଜାଗମରା କାନାଡ଼ା ବ୍ୟାଙ୍କ ସମ୍ମୁଖରେ ଲୁଟ୍‌।ଭୀମଟାଙ୍ଗୀ ଅଞ୍ଚଳର ମନୋଜ ଲେଙ୍କା ଲୁଟ୍‌ର ଶିକାର।ଟଙ୍କା ଉଠାଇ ସାଙ୍ଗ ସହ କଥା ହେବାବେଳେ ଲୁଟ୍‌।ବାଇକରେ ଆସି ୨ ଯୁବକ ଟଙ୍କା ଲୁଟ୍‌ କରି ଛୁ ମାରିଛନ୍ତି।ଖଣ୍ଡଗିରି ପୋଲିସରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।


error: Content is protected !!