ନିର୍ବାଚନ କମିଟି ବୈଠକକୁ ନେଇ ବିଜୟପାଲଙ୍କ ପ୍ରତିକ୍ରିୟା


BJP ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତମାରଙ୍କ ପ୍ରତିକ୍ରିୟା।ପୁରା ନିର୍ବାଚନ ନେଇ ଷ୍ଟ୍ରାଟେଜି କରାଯାଇଛି।ନାମାଙ୍କନରୁ ନିର୍ବାଚନ ଶେଷ ଯାଏ ଆଲୋଚନା ହୋଇଛି।କେମିତି ନିର୍ବାଚନ ଲଢ଼ାଯିବ ଆଲୋଚନା ହୋଇଛି’ ଖୁବଶୀଘ୍ର ସ୍ଥିର ହେବ ପ୍ରାର୍ଥୀ ତାଲିକ।


error: Content is protected !!