ବିଜୁ ଯୁବ ଜନତା ଦଳର ଉପ ସଭାପତି ଓ ସାଧାରଣ ସମ୍ପାଦକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ବିଜୁ ଯୁବ ଜନତା ଦଳର ଉପ ସଭାପତି ଓ ସାଧାରଣ ସମ୍ପାଦକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । -ସ୍ମୃତି ରଞ୍ଜନ ପଟ୍ଟନାୟକ ହେଲେ ଉପସଭାପତି ପ୍ରଜ୍ଞା ନନ୍ଦ ପୋଢ଼ ହେଲେ ସାଧାରଣ ସମ୍ପାଦକ।


error: Content is protected !!