OSSC Recruitment: ଦ୍ୱାଦଶ ପାଶ୍ ପ୍ରାର୍ଥୀଙ୍କ ପାଇଁ ସୁଯୋଗ; ହୋଇପାରିବେ ଟ୍ରାଫିକ୍ କନଷ୍ଟେବଲ୍।ଓଡିଶାରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇ ଆସିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)। ଏନେଇ OSSC ଏକ ବିଜ୍ଞାପନ ଜାରି କରିଛି।

♻️ ଖାଲି ପଦବୀ:

➡️ ସାଧାରଣ ବର୍ଗ – ୨୦ଟି ପୋଷ୍ଟ୍।

➡️ SCBC – ୦୧ଟି ପୋଷ୍ଟ୍।

➡️ SC – ୦୧ଟି ପୋଷ୍ଟ୍।

➡️ ST – ୦୪ଟି ପୋଷ୍ଟ୍।

♻️ ଶିକ୍ଷାଗତ ଯୋଗ୍ୟତା:

➡️ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାଶ୍।

➡️ ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।

♻️ ବୟସ ସୀମା:

➡️ ସର୍ବନିମ୍ନ ବୟସ – ୨୧ ବର୍ଷ।

➡️ ସର୍ବାଧିକ ବୟସ – ୩୮ ବର୍ଷ।

♻️ ବୟସ କୋହଳ:

➡️ OBC – ୦୩ ବର୍ଷ।

➡️ ST/SC/PWD/ESM – ୦୫ ବର୍ଷ।

➡️ PWD+SC/ST – ୧୫ ବର୍ଷ।

♻️ ଆବେଦନ ଶୁଳ୍କ:

➡️ ପ୍ରତ୍ୟେକ ପ୍ରାର୍ଥୀ – ଦେୟ ମୁକ୍ତ।

♻️ ଦରମା:

➡️ ଚୟନ ହେବା ପରେ ପ୍ରାର୍ଥୀ ମାସିକ ୨୧,୭୦୦ ଟଙ୍କା ଦରମା ପାଇବେ।

♻️ ଚୟନ ପ୍ରକ୍ରିୟା:

➡️ ପ୍ରାଥମିକ ଓ ଲିଖିତ ପରୀକ୍ଷା।

➡️ ଶାରିରୀକ ପରୀକ୍ଷା।

➡️ ଡକ୍ୟୁମେଣ୍ଟ୍ ଯାଞ୍ଚ୍।

♻️ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

➡️ HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍।

➡️ +2/ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍।

➡️ ଜାତି ପ୍ରମାଣପତ୍ର।

➡️ ସିଗ୍ନେଚର୍

➡️ ଆଧାର କାର୍ଡ

➡️ ବାସିନ୍ଦା ସାର୍ଟିଫିକେଟ୍

➡️ପାସପୋର୍ଟ ଆକାରର ଫଟୋଗ୍ରାଫ୍।

ଏହି ନିଯୁକ୍ତି ପ୍ରକ୍ରିୟାରେ ଟ୍ରାଫିକ୍ କନଷ୍ଟେବଲ୍ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୬ଟି ପ୍ରାର୍ଥୀ ନିଯୁକ୍ତି ପାଇବେ। ଦ୍ୱାଦଶ ପାଶ୍ ପିଲା ଏହାର ସୁଯୋଗ ନେଇପାରିବେ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳ କୋଚ୍ କାରଖାନାର ଅଫିସିଆଲ୍ ୱେବସାଇଟ୍ https://www.ossc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ What’s New ରେ ଥିବା ତାଲିକାରେ ଖୋଜି View PDF କ୍ଲିକ୍ କରି ଦେଖିପାରିବେ।


error: Content is protected !!