ୱାର୍ଡ ସ୍ତରୀୟ ବୁଥ କମିଟି ବୈଠକ


ଆଜି ତା ୧୭/୦୩/୨୦୨୪ରିଖ ରବିବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ର ଯମରା ଗ୍ରାମପଞ୍ଚାୟତ ଠାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏକ ୱାର୍ଡ ସ୍ତରୀୟ ବୁଥ କମିଟି ବୈଠକ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ କମିଟି ସଭାପତି ରମାକାନ୍ତ ଙ୍କ ଅଧକ୍ଷତାରେ ଓ ଯୁବ ନେତା କାମାକ୍ଷା ପ୍ରସାଦ ମହାନ୍ତି ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁ ଯୋଗଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ କିଭଳି ସମ୍ମୁଖୀନ ହେବେ ସେ ନେଇ ଆଲୋଚନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେଅବଦୁଲ କଇମ ଖାଁ, ଇମତେୟାଜ ଅହମଦ,ଯୁବ ନେତା ଉତ୍ତମ କୁମାର ବେହେରା ଶରତ ଚନ୍ଦ୍ର ସ୍ୱାଇଁ, ଗଦାଧର ଜେନା, ଚନ୍ଦ୍ର ଶେଖର ଜେନା, ଶିବ ପ୍ରସାଦ ମହାପାତ୍ର, କାର୍ତିକ ସେଠୀ, ପ୍ରଶାନ୍ତ ସାମଲ, ପ୍ରକାଶ ମହାପାତ୍ର, ଭଗବାନ ସାହୁ, ଅନ୍ତ ଚରଣ ସ୍ୱାଇଁ, ଦେବାଶିଷ ଦାଶ,ଜୁଲୁକ ସେଠୀ, ପ୍ରମୁଖ ଯୋଗ ଦେଇଥିଲେ l


error: Content is protected !!