କାଲି କେନ୍ଦୁଝର ବନ୍ଦ ଡାକରା


OMC ଶୁଆକାଟି-ଗୁହାଲଡିହି ରେଳ ପ୍ରକଳ୍ପକୁ ବିରୋଧ।ଆସନ୍ତାକାଲି କେନ୍ଦୁଝରରେ ଅଖ, ଚକ ବନ୍ଦ।୨୪ ଘଣ୍ଟିଆ ବନ୍ଦ ଡାକରା ଦେଲା ଜିଲ୍ଲା ଟ୍ରକ୍ ମାଲିକ ସଂଘ।ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ସବୁ କାର୍ଯ୍ୟାଳୟ ବନ୍ଦ ଡାକରା।


error: Content is protected !!