ଆଗାମୀ ୪ ଦିନ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ଆଶଙ୍କା।ବଜ୍ରପାତ ସହ ଝଡ଼ବର୍ଷା ନେଇ ସତର୍କତା ଜାରି।ମାର୍ଚ ୧୯ରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି।ଅନ୍ୟ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ।୪୦ରୁ ୫୦ କିମି ବେଗରେ ପବନ ସହ କୁଆପଥର ବର୍ଷା ସମ୍ଭାବନା।୨୦ରେ କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳକୁ ଅରେଞ୍ଜ ଆଲର୍ଟ।୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ, ୨ରୁ ୪ ଡିଗ୍ରୀ ଯାଏ କମିବ ତାତି।କିଛି ସ୍ଥାନରେ ୩୯ ଡିଗ୍ରୀ ଯାଏ ରହିପାରେ ତାପମାତ୍ରା।


error: Content is protected !!