ବରକୁ ଉଠାଇ ନେଲା ପୋଲିସ


ସୁନ୍ଦରଗଡ଼ ଧରୁଆଡିହିରେ ଲଭ୍‌, ସେକ୍ସ, ଧୋକା ଅଭିଯୋଗ।ବରଯାତ୍ରୀଙ୍କ ସହ ଯାଉଥିବା ବେଳେ ବରକୁ ଉଠାଇ ନେଲା ପୋଲିସ।ଗୋବିନ୍ଦପୁର ଥାନା ବାମଡା ଖୋଖୋପଡ଼ାର ବିଷ୍ଣୁ ପିଙ୍ଗ ଅଟକ।ପ୍ରେମିକା ଏକ ଝିଅକୁ ଜନ୍ମଦେବା ପରେ ଦ୍ବିତୀୟ ବିବାହ ଉଦ୍ୟମ।


error: Content is protected !!