ଅଧିରାଜ କଂଗ୍ରେସ ଛାଡ଼ିବା ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା


ଅଧିରାଜ କଂଗ୍ରେସ ଛାଡ଼ିବା ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା।ଖଡ଼ିଆଳରେ ଲଢ଼ିବା ପାଇଁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି।ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି, ଯାଆନ୍ତି।ସ୍ୱାର୍ଥ ପାଇଁ କିଛି ଲୋକ ଦଳ ବଦଳାଇଥାନ୍ତି: ଶରତ ପଟ୍ଟନାୟକ।


error: Content is protected !!