କଂଗ୍ରେସରୁ ଖଡ଼ିଆଳ ବିଧାୟକ ଅଧିରାଜଙ୍କ ଇସ୍ତଫା


କଂଗ୍ରେସରୁ ଖଡ଼ିଆଳ ବିଧାୟକ ଅଧିରାଜଙ୍କ ଇସ୍ତଫା।ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା।ପିସିସି ସଭାପତି ଶରତଙ୍କୁ ପଠାଇଲେ ଇସ୍ତଫା ପତ୍ର।ଦଳ ସହ ୨୫ ବର୍ଷର ସଂପର୍କ ତୁଟାଇଲେ ଅଧିରାଜ।ଆସନ୍ତାକାଲି ବିଜେଡିରେ ଯୋଗଦେବା ସମ୍ଭାବନା।


error: Content is protected !!