ଜେଲ୍‌ରୁ ମିଳିଲା ଗଞ୍ଜେଇ ଚିଲମ


ଭୁବନେଶ୍ବର: ଝାରପଡ଼ା ଜେଲରେ କମିଶନରେଟ୍‌ ପୋଲିସର ରେଡ୍‌।ରେଡ୍‌ ବେଳେ ଗଞ୍ଜେଇ, ଖଇନ୍‌ ଓ ବିଡି ସହ ଚିଲମ ଜବତ।ସୂଚନା ଦେଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ।ନିଶା କାରବାର ରୋକିବାକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବ ଡିସିପି।ଆଗାମୀ ଦିନରେ ରେଗୁଲାର ଜେଲ୍‌ ଭିଜିଟ କରାଯିବ।ଜେଲ୍‌ରେ ଗ୍ୟାଙ୍ଗୱାର ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।


error: Content is protected !!