ନବୀନ ନିବାସରେ କୋରାପୁଟ ସମୀକ୍ଷା


ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରର ସମୀକ୍ଷା।ନିର୍ବାଚନୀ ପ୍ରସ୍ତୁତି ନେଇ ଚାଲିଛି ସମୀକ୍ଷା ବୈଠକ।ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପିତମ ପାଢ଼ୀ ଉପସ୍ଥିତ।ଭାସ୍କର ରାଓ, ଦିବ୍ୟଶଙ୍କର ମିଶ୍ର ଓ ରବି ନନ୍ଦ ଉପସ୍ଥିତ।


error: Content is protected !!