ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ


ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ।ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କଲା ଇଡି।ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲ ଗିରଫ।୨ ଘଣ୍ଟାର ପଚରାଉଚରା ପରେ କେଜରିୱାଲ ଗିରଫ।କେଜରିୱାଲଙ୍କୁ ଗିରଫ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା।


error: Content is protected !!