କେଜରିୱାଲଙ୍କ ଘରେ ଇଡି


ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଇଡି ଟିମ୍‌।ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କ ଦିଲ୍ଲୀ ଘରେ ଇଡି ଟିମ୍‌।ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ପହଞ୍ଚିଲା ଇଡି।


error: Content is protected !!