5 ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ରିଆମାଳ ବ୍ଲକ ଭେଟେନାରୀ ଅଫିସର ସସ୍ମିତା ସେଠୀ


ଦେବଗଡ଼: 5 ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ରିଆମାଳ ବ୍ଲକ ଭେଟେନାରୀ ଅଫିସର ସସ୍ମିତା ସେଠୀ | କୁକୁଡ଼ା ଚାଷୀଙ୍କ ଫାର୍ମରେ ବିଦ୍ୟୁତ୍ ସଂଯୋଗ, ସବ୍‌ସିଡି ଅର୍ଥ ରିଲିଜ୍ ପାଇଁ ଲାଞ୍ଚ ନେଉଥିଲେ |


error: Content is protected !!