ସୁଯୋଗ ନଥିବା ଜାଣି ପଳାଇଲେ


ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ବିଜେଡି ନେତା ପ୍ରତାପ ଜେନାଙ୍କ ମନ୍ତବ୍ୟ।ଭର୍ତ୍ତୃହରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମୟ ଦେଉନଥିଲେ।ଲୋକଙ୍କ ପାଇଁ କାମ କରୁନଥିଲେ, ଲୋକଙ୍କ ସହ ସଂପର୍କ ନଥିଲା।ଜନ ଅସନ୍ତୋଷ ସତ୍ତ୍ୱେ ନବୀନ ବାବୁ ତାଙ୍କୁ ୨୦୧୯ରେ ଟିକେଟ ଦେଇଥିଲେ।ଏଥର ଆଉ ତାଙ୍କ ପାଇଁ ସୁଯୋଗ ନଥିବା ଜାଣି ସେ ଛାଡ଼ି ପଳାଇଲେ।ଛଅ ଥର ତାଙ୍କୁ ସାଂସଦ କରିଥିବା ଦଳକୁ ଛାଡ଼ି ଚାଲିଯିବା ଦୁଃଖର କଥା।


error: Content is protected !!