BJDରେ ଯୋଗ ଦେଲେ ଇରାନୀ ରାୟ


ନୟାଗଡ଼ BJP ବିଧାୟିକା ପ୍ରାର୍ଥୀ ଥିଲେ ଇରାନୀ।MP ମାନସ ମଙ୍ଗରାଜ, ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସାମିଲ।ମିଶ୍ରଣ କାର୍ଯ୍ୟକ୍ରମରେ ବିଧାୟକ ଅରୁଣ ସାହୁ ଉପସ୍ଥିତି।ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ।


error: Content is protected !!