ସହିଦନଗର ଥାନାର ଲାଞ୍ଚୁଆ SI ସସ୍‌ପେଣ୍ଡ


ଭୁବନେଶ୍ବର: ସହିଦନଗର ଥାନାର ଲାଞ୍ଚୁଆ SI ସସ୍‌ପେଣ୍ଡ।SI ପ୍ରିୟବ୍ରତ ପ୍ରଧାନଙ୍କୁ ସସ୍‌ପେଣ୍ଡ କଲେ ପୋଲିସ କମିଶନର।୨ ହଜାର ଲାଞ୍ଚ ନେଇ ଗିରଫ ହୋଇଥିଲେ SI।


error: Content is protected !!