ମୋ ପୁଅକୁ ବିଜେଡ଼ି ଉତ୍ସାହିତ କରୁଛି


ବିଜେଡ଼ି ମୋ ସାନ ପୁଅକୁ MP ପାଇଁ ଅଫର ଦେଇଛି। କିଛି ଦିନ ତଳୁ ବିଜେଡ଼ିରେ ମିଶି ସାରନ୍ତାଣି। କିନ୍ତୁ , ମୁଁ ତାକୁ ବୁଝେଇ ବୁଝେଇ ରଖିଛି। ଯଦି ସେ ଅନ୍ୟ ଦଳକୁ ଯାଏ ତେବେ , ମୁଁ ତାପାଇଁ ପ୍ରଚାର କରିବିନି କି ମୋ ଭୋଟ ତାକୁ ଯିବନି: ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ , ଜଟଣୀ।


error: Content is protected !!