ଦଳର ନିଷ୍ପତ୍ତିକୁ ସ୍ବାଗତ ବସନ୍ତ


କଳାହାଣ୍ଡିରୁ ସାଂସଦ ଟିକେଟ ନମିଳିବା ପରେ ବସନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା।ଦଳର ନିଷ୍ପତ୍ତିକୁ ସ୍ୱାଗତ କରୁଛି କହିଲେ ବରିଷ୍ଠ ନେତା ବସନ୍ତ ପଣ୍ଡା।ମୁଁ ବିଜେପିର ଜଣେ କର୍ମୀ, ସବୁ ବେଳେ କର୍ମୀ ହୋଇ ରହିବି।


error: Content is protected !!