ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ BJD ଯିବା ଚର୍ଚ୍ଚା


ଚର୍ଚ୍ଚା ଭିତରେ ସୁର ରାଉତରାୟଙ୍କ ପ୍ରତିକ୍ରିୟା।ସାନ ପୁଅ ମୋର ଅବୁଝା, BJD ଯିବାକୁ ବ୍ୟାକୁଳ।ବିଜେଡି ଆଡ଼େ ସେ ଆକର୍ଷିତ ହେଇଯାଇଛି।ନବୀନ ପଟ୍ଟନାୟକଙ୍କ ଦ୍ଵାରା ସାନ ପୁଅ ପ୍ରଭାବିତ।ଚେଷ୍ଟା ଚଲାଇଛି ପୁଅକୁ ବୁଝେଇବା ପାଇଁ ସୁର।ଆଣ୍ଠେଇ ଗଲିଣି ତାକୁ କଂଗ୍ରେସରୁ ଲଢ଼େଇବା ପାଇଁ।ପୁଅ ସାବାଳକ, ଜବରଦସ୍ତି କରିପାରିବିନି କେବଳ ବୁଝାଉଛି।ମୋ ପାଇଁ କଂଗ୍ରେସ ଦଳ ମନ୍ଦିର, ହାତ ଚିହ୍ନ ଭଗବାନ।ପୁଅ BJDରୁ ଛିଡ଼ା ହେଲେ ମୁଁ ପ୍ରଚାର କରିବିନି।ଜଟଣୀରେ କଂଗ୍ରେସରୁ ଛିଡ଼ା ନହେଲେ ପ୍ରଚାର କରିବିନି।


error: Content is protected !!