ପ୍ରଦୀପ ଭାଇଙ୍କୁ ଜିତେଇବା


ଆମ ଗଞ୍ଜାମ ଜିଲ୍ଲା ର ବରିଷ୍ଠ ଯୋଦ୍ଧା ଆମର ପ୍ରଦୀପ ପ୍ରଦୀପ ପାଣିଗ୍ରାହୀ ଭାଇଙ୍କୁ ବ୍ରହ୍ମପୁର ସାଂସଦ ଟିକେଟ ଦେଇଥିବାରୁ ମୁଁ ଜିଲ୍ଲା ସଭାପତି dr ସୁବାସ ସାହୁ ସ୍ବାଗତ ଜଣାଉଛି l ଏବଂ ଆମର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି l ଏବଂ ଆମ ଗଞ୍ଜାମ ଜିଲ୍ଲା ର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ମାନଙ୍କୁ ଅନୁରୋଧ କରୁଛି ଚାଲନ୍ତୁ ସମସ୍ତେ ଏକଜୁଟ ହେବା ଆଉ ପ୍ରଦୀପ ଭାଇଙ୍କୁ ଜିତେଇବା l


error: Content is protected !!