ଟପ୍‌ ୫୦୦ରେ ଟ୍ରମ୍ପ୍‌


ଟପ୍‌ ୫୦୦ରେ ଟ୍ରମ୍ପ୍‌ ।ବିଶ୍ବର ୫୦୦ ଶ୍ରେଷ୍ଠ ଧନୀ ତାଲିକାରେ ଡୋନାଲ୍ଡ ଟ୍ରମ୍ପ୍‌।ପ୍ରଥମ ଥର ପାଇଁ ଟପ୍‌-୫୦୦ ତାଲିକାରେ ସ୍ଥାନ ପାଇଲେ।କମ୍ପାନୀର ସେୟାର ମୂଲ୍ୟ ଏକାଥରେ ୪ ବିଲିଅନ ଡଲାର ବଢ଼ିଲା।ବ୍ଲୁମବର୍ଗ ବିଲିୟନାୟାର ଇଣ୍ଡେକ୍ସରେ ସମ୍ପତ୍ତି ମୂଲ୍ୟ ୬.୫ ବିଲିଅନ ଡଲାର।


error: Content is protected !!