ପୁଣି ପାକିସ୍ତାନ ଉପରେ ଆତଙ୍କୀ ହମଲା


ପାକିସ୍ତାନର ଦ୍ବିତୀୟ ବୃହତ ଏୟାର ବେସ୍‌ରେ ହମଲା।ଏୟାର ବେସ୍‌ରେ ଘନ ଘନ ଗୁଳିମାଡ଼ ସହ ବୋମାମାଡ଼।ବାଲୋଚିସ୍ତାନ ଲିବୋରେସନ ଆର୍ମି ହମଲା କରିଥିବା ଦାବି।ସପ୍ତାହକ ଭିତରେ ପାକିସ୍ତାନ ଉପରେ ଦ୍ବିତୀୟ ଆକ୍ରମଣ।


error: Content is protected !!