ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏକ ସାଙ୍ଗଠନିକ ବୈଠକ


ତା ୨୭/୦୩/୨୦୨ ୪ରିଖ ବୁଧବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ର ତରତ ଗ୍ରାମପଞ୍ଚାୟତ ର ୪ ନଂ ଠାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏକ ସାଙ୍ଗଠନିକ ବୈଠକ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଙ୍କ ନେତୃତ୍ୱ ରେ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ କମିଟି ସଭାପତି ରମାକାନ୍ତ ବେହେରା ଙ୍କ ଅଧକ୍ଷତାରେ ଓ ଯୁବ ନେତା କାମାକ୍ଷା ପ୍ରସାଦ ମହାନ୍ତି ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବା ସହିତ ଏକ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଥିଲା ଏବଂ ବୈଠକ ପରେ କଂଗ୍ରେସ ର ଗ୍ୟାରେଣ୍ଟି କାର୍ଡ ୱାର୍ଡ ର ସମସ୍ତ ଘରେ ଘରେ ପ୍ରଦାନ କରାଯାଇଥିଲା ଏବଂ ତରତ ପଞ୍ଚାୟତର ପ୍ରତେକ ଘରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ପହଁଞ୍ଚାଇବା ପାଇଁ ନିର୍ବାଚନ ପରିଚାଳନା କମିଟି କୁ ନିର୍ଦେଶ ଦିଆଯାଇଥିଲା।


error: Content is protected !!