୨୦୨୪ ନିର୍ବାଚନ ପାଇଁ BJDର ପ୍ରାର୍ଥୀ ଘୋଷଣା


ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ଭିଡ଼।ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ ନେତା।ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ଟୁକୁନି ସାହୁ, ରାଜା ସ୍ଵାଇଁ, ପ୍ରତାପ ଦେବ, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ଉପସ୍ଥିତ।


error: Content is protected !!