ଚ୍ୟାଲେଞ୍ଜ ସେତେଟା ରହିବ ନାହିଁ


କନ୍ଧମାଳ ଆସନରୁ ପୁଣି ପ୍ରାର୍ଥୀ ହେଲେ ଅଚ୍ୟୁତ ସାମନ୍ତ।ସାଂସଦ ପ୍ରାର୍ଥୀ ମନୋନୀତ ହେବା ପରେ ଅଚ୍ୟୁତଙ୍କ ପ୍ରତିକ୍ରିୟା।ନବୀନଙ୍କ ନେତୃତ୍ବରେ କନ୍ଧମାଳରେ ବିକାଶମୂଳକ କାମ ହୋଇଛି।ଲୋକଙ୍କ ଭଲପାଇବା ଅଛି, ଚ୍ୟାଲେଞ୍ଜ ସେତେଟା ରହିବ ନାହିଁ।


error: Content is protected !!