ବଢ଼ି ଚାଲିଛି ଖରା କୋପ


ବଢ଼ି ଚାଲିଛି ଖରା କୋପ।୪୦ ପାଖରେ ପହଞ୍ଚିଲା ତାତି।୩୯.୮ ଛୁଇଁଲା ପାରଳାଖେମୁଣ୍ଡି, ରାଜ୍ୟରେ ସର୍ବାଧିକ।ବୌଦ୍ଧ ୩୯.୫, ନୟାଗଡ଼ ଓ ଟିଟିଲାଗଡ଼ ୩୯.୨।ଭବାନୀପାଟଣା ୩୯, କଟକ ୩୮.୪, ଭୁବନେଶ୍ବର ୩୭.୩।


error: Content is protected !!