ଧରା ପଡ଼ିଲେ GST ଅଧିକାରୀ


ଧରା ପଡ଼ିଲେ GST ଅଧିକାରୀ।ଲାଞ୍ଚ ନେଇ ଧରା ପଡ଼ିଲେ GST ଅଧିକାରୀ।ପୁରୀ GST ପ୍ରବର୍ତ୍ତନ ଅଧିକାରୀ ମାନସ ବେହେରା ଧରାପଡ଼ିଲେ।୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।ଜବତ ଗାଡ଼ିକୁ ଛାଡ଼ିବାକୁ ନେଉଥିଲେ ଲାଞ୍ଚ।


error: Content is protected !!