ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟରେ ଶୁଣାଣି


ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟରେ ଶୁଣାଣି।ପ୍ରତାପ ଜେନାଙ୍କ ଆବେଦନ ଉପରେ ପ୍ରତିପକ୍ଷଙ୍କ ଯୁକ୍ତି ଉପସ୍ଥାପନ।ଅସଂପୂର୍ଣ୍ଣ ରହିଲା ଯୁକ୍ତି ଉପସ୍ଥାପନ , ୧୦ରେ ପୁଣି ଶୁଣାଣି।ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପ୍ରତାପ।ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ତଳ କୋର୍ଟ ରାୟ ଶୁଣାଇଥିଲେ।


error: Content is protected !!