ରେଢ଼ାଖୋଲରେ ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ପ୍ରାଥିୀ ହେବାପରେ ଆଜି ସକାଳେ ରେଢ଼ାଖୋଲ ରେ ପହଂଚି ଭୀମ ଭୋଇ ଛକଠାରେ ଭୀମଭୋଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।


error: Content is protected !!